Download Now Banner

This browser does not support the video element.

ରେଢାଖୋଲ: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଏବିଭିପି ର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Rairakhol, Sambalpur | Aug 23, 2025
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ସରସ୍ଵତୀ ଶିଶୁ ମନ୍ଦିରରେ ଶନିବାର ସକାଳେ ଏବିଭିପି ତଥା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏବିଭିପି ଜିଲ୍ଲା ସଂଯୋଜକ ରାଜା ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଅଭିଯାନରେ ସ୍କୁଲର ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଛାତ୍ର ସଂଗଠନ ର ସଦସ୍ୟତା ବିଷୟରେ ସଚେତନ କରାଯାଇ ସେମାନଙ୍କୁ ଏଥିରେ ସଦସ୍ୟତା ଗ୍ରହଣ କରାଯାଇଥିଲା ।
Read More News
T & CPrivacy PolicyContact Us