This browser does not support the video element.
ବାରିପଦା ମ୍ୟୁନିସିପାଲଟି: ମହାରାଜପୁର ସ୍ଥିତ ଓଆରଡ଼ି କେନ୍ଦ୍ର ଠାରେ ସନ୍ଥ ବିନୋବା ଭାବେଙ୍କ ୧୩୧ତମ ଜନ୍ମ ଜୟନ୍ତୀ ପାଳିତ
Baripada M, Mayurbhanj | Sep 11, 2025
ଭୂଦାନ ଆନ୍ଦୋଳନର ପୁରୋଧା ସନ୍ଥ ବିନୋବା ଭବେଙ୍କ ୧୩୧ତମ ଜନ୍ମ ଜୟନ୍ତୀ ଉତ୍କଳ ସର୍ବୋଦୟ ମଣ୍ଡଳ ମୟୁରଭଞ୍ଜ ଜିଲ୍ଲା ଶାଖା ତରଫରୁ ମହାରାଜପୁର ସ୍ଥିତ ଓଆରଡ଼ି କେନ୍ଦ୍ର ଠାରେ ଗୁରୁବାର ସଂଧ୍ୟା ୬.୩୦ଟାରେ ପାଳିତ ହୋଇଯାଇଛି। ଏହି ଅବସରରେ ଗାନ୍ଧିବାଦୀ ଆର୍ଯ୍ୟଭଟ ମହାନ୍ତି, ଶାରଦା ପ୍ରସାଦ ବାରିକ, ଦିଲ୍ଲୀପ ପାତ୍ର, ରମାକାନ୍ତ ରାଉତ, ଅନୁଷ୍ଠାନର ନିର୍ଦ୍ଦେଶକ ସାଇ ପ୍ରକାଶ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।