Download Now Banner

This browser does not support the video element.

ପଟ୍ଟାଙ୍ଗୀ: ରନ୍ତା ଗ୍ରାମରେ କୂଅରେ ପଡ଼ି ମହିଳାଙ୍କ ମୃତ୍ଯୁ

Pottangi, Koraput | Sep 13, 2025
ନନ୍ଦପୁର ବ୍ଲକ ଅନ୍ତର୍ଗତ ପାଡୁଆ ଥାନା ଅଧୀନସ୍ଥ କୁଲାରସିଂ ପଞ୍ଚାୟତର ରନ୍ତା ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । ସୂଚନା ଅନୁସାରେ ନାଗେଶ୍ୱରି ଦୁମୁତା (୨୧) ଆଜି ଭୋର ୫ ଟା ବେଳେ ପାଣି ଆଣିବା ଲାଗି ନିକଟସ୍ଥ ଏକ କୂଅକୁ ଯାଇଥିଲେ। ସେଠାରୁ ସେ ଘରକୁ ଫେରିନଥିଲେ। ବହୁସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ।
Read More News
T & CPrivacy PolicyContact Us