This browser does not support the video element.
ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଅମରନାଥ ନଗର ଠାରେ ନୂତନ ପାର୍କ ଉଦଘାଟିତ
Paralakhemundi, Gajapati | Aug 15, 2024
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଅମରନାଥ ନଗର ଠାରେ ଆଜି ୩ ଘଣ୍ଟ ସମୟରେ ଟିଏମଆର ପାର୍କ ର ଶୁଭ ଉଦଘାଟନ ହୋଇଯାଇଛି । ପାରଳାଖେମୁଣ୍ଡି ସବ ରେଜିଷ୍ଟ୍ରାରର ଦଲିଲ ଲେଖକ ଶ୍ରୀ ତାରା ମନ୍ମଥ ରାଓ ନିଜ ଜାଗାରେ ଏକ ପାର୍କ ନିର୍ମାଣ କରି ସର୍ବ ସାଧାରଣ ଙ୍କ ପାଇଁ ଭେଟି ଦେଇଛନ୍ତି । ଏହି ଅବସରରେ ପାରଳାଖେମୁଣ୍ଡି ସବ ରେଜିଷ୍ଟ୍ରାର ଶ୍ରୀ ଈଶ୍ୱର ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପାର୍କ ର ଶୁଭ ଉଦଘାଟନ କରିଥିଲେ। ଏଥି ସହ ଶ୍ରୀ ରାଓ ଙ୍କ ଏହି ବୃକ୍ଷ ରୋପଣ ଏବଂ ପାର୍କ ନିର୍ମାଣକୁ ନେଇ ଭୂୟସୀ ପ୍ରଶଂସା କରିଥିଲେ ଅଞ୍ଚଳବାସୀ । ଏହି ଅବସରରେ ଅଞ୍ଚଳବାସୀଙ୍କ ସମାଗମ ହୋଇଥି