This browser does not support the video element.
ରେଢାଖୋଲ: ଭୀମଭୋଇ ମହାବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Rairakhol, Sambalpur | Sep 9, 2025
ଭୀମଭୋଇ ମହାବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଭୀମଭୋଇ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ସକାଳେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନଏସି ଅଧ୍ୟକ୍ଷ ଶିବରାମ ସାହୁ ଙ୍କ ନେତୃତ୍ବରେ କଲେଜର ଅଧକ୍ଷ ଅମୁଲ୍ୟ କୃଷ୍ଣ ପାଢ଼ୀ , ଅଧ୍ୟାପକ ଅରୁଣ ଶାସନୀ , ମନୋରଞ୍ଜନ ମହନ୍ତ ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇ ୫୦ ରୁ ଅଧିକ ବୃକ୍ଷ ରୋପଣ କରିଥିଲେ ।