Download Now Banner

This browser does not support the video element.

ମାଲକାନଗିରି: ମାଲକାନଗିରି ଷ୍ଟାଡିୟମରେ ନେହୁରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ହରିଷ ରୂପାଲଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ

Malkangiri, Malkangiri | Sep 2, 2025
ମାଲକାନଗିରି ଜିଲ୍ଲାର ସ୍ଥାନୀୟ ଷ୍ଟାଡିୟମରେ ନେହୁରୁ ଯୁବ କେନ୍ଦ୍ର ର ଜିଲ୍ଲା ଯୁବ ଅଧିକାରୀ ହରିଷ ରୂପାଲଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଶ୍ରୀ ରୂପାଲ ୨୦୨୦ ମସିହାରେ ମାଲକାନଗିରି ରେ ଜିଲ୍ଲା ଯୁବ ଅଧିକାରୀ ଭାବେ ଯୋଗଦେଇ ଥିଲେ । ତାଙ୍କ ଯୋଗଦାନ ସମୟ ପରଠାରୁ ନେହୁରୁ ଯୁବାକେଦ୍ରର ବିଭିନ୍ନ କାର୍ଯ୍ୟ ଗୁଡିକ ର ଅଗ୍ରଗତି ହୋଇଥିଲା । ଜିଲ୍ଲାର ବିଭିନ୍ନ ଗ୍ରାମର ଯୁବକ ମାନଙ୍କୁ ନେଇ ସଂଗଠିତ କରି ବିଭିନ୍ନ ପ୍ରତିଯୋଗିତା ଯଥା ଭଳିବଲ,କବାଡି,ଖୋଖୋ, କ୍ରିକେଟ ଭଳି ଖେଳ ର ଆୟୋଜନ କରିଥିଲେ।
Read More News
T & CPrivacy PolicyContact Us