Download Now Banner

This browser does not support the video element.

ଜଗତସିଂହପୁର: କୁଜଙ୍ଗ ବଜାରରେ ଥିବା ସମାଗଳ ଗ୍ରାମର ଏକ ଦୋକାନ ଭିତରୁ ବିଷାକ୍ତ ନାଗ ସାପ ଉଦ୍ଧାର କଲେ ବିଶିଷ୍ଟ ସାପ ଧରାଳି ପ୍ରଭାତ ବେହେରା

Jagatsinghapur, Jagatsinghpur | Aug 26, 2025
କୁଜଙ୍ଗ ବଜାରରେ ଥିବା ସମାଗଳ ଗ୍ରାମର ଏକ ଦୋକାନ ଭିତରୁ ବିଷାକ୍ତ ନାଗ ସାପ ଉଦ୍ଧାର କଲେ ବିଶିଷ୍ଟ ସାପ ଧରାଳି ପ୍ରଭାତ ବେହେରା ଆଜି କୁଜଙ୍ଗ ବଜାରରେ ଥିବା ସମାଗଳ ଗ୍ରାମର ନିକୁ ଚାହା ଦୋକାନ ଭିତରେ ଗୋଟିଏ ନାଗ ସାପ ପଶିଯାଇଥିଲା ସେହି ସମୟରେ କିଛି ଲୋକ ଚାହା ପିଉଥିଲେ ସାପଟି ଶୁ ଶୁ ହେଇ ଗର୍ଜନ କରୁଥିଲା ଲୋକମାନେ ଭୟରେ ନିକୁକୁ କହିଲେ ନୀକୁ ତୁରନ୍ତ କୁଜଙ୍ଗ ଅଞ୍ଚଳର ଯୁବ ସାପ ଧରାଳି ପ୍ରଭାତ ବେହେରା ଓରଫ ବାବୁନି ବାବାଙ୍କୁ ଖବର ଦେଇଥିଲେ ବାବା ସଙ୍ଗେ ସଙ୍ଗେ ସହଯୋଗୀ ମଣିଷଙ୍କର ପରିଡ଼ା ଶ୍ରୁଜ୍ୟକ୍କାନ୍ତ ସେନ କୈଳାଶ ଗଛାୟତ୍ତ ଜ୍ୟୋତିରଂଜନ ମହାପାତ୍ର ରାଜା ପରିଡ଼ା ରଘୁନାଥ ମାଝି
Read More News
T & CPrivacy PolicyContact Us