Download Now Banner

This browser does not support the video element.

ନୟାଗଡ ସଦର: CITU ତରଫରୁ ଆଶା କର୍ମୀଙ୍କ ଖଣ୍ଡପଡ଼ା ବ୍ଲକ ସ୍ତରୀୟ ସମ୍ମିଳନୀ ମର୍ଦ୍ଦରାଜପୁର ଠାରେ ଅନୁଷ୍ଠିତ

Nayagarh Sadar, Nayagarh | Aug 23, 2025
ଓଡିଶା ଆଶା କର୍ମୀ ଆସୋସିଏସନ ଖଣ୍ଡପଡ଼ା ବ୍ଲକ କମିଟି ତରଫରୁ CITU ନେତୃତ୍ୱ ରେ ସଂଗଠନ ର ତୃତୀୟ ବ୍ଲକ ସମ୍ମିଳନୀ ମର୍ଦ୍ଦରାଜ ପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଆଜି1ଘଟିକା ସମୟ ରେ ସାଥୀ ରୂପ ମଞ୍ଜରୀ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସଂଗଠନ ର ଲାଲ ଝଣ୍ଡା କୁ ଆନୁଷ୍ଠାନିକ ଭାବେ ବ୍ଲକ ସଭାପତି ଉତ୍ତୋଳନ କଲା ପରେ ସହିଦବେଦିରରେ ମାଲ୍ୟାର୍ପଣ ପରେ ଶହୀଦ ଙ୍କ ପ୍ରତି ଏକ ମିନିଟି ଶୋକ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ସାଥୀ ରୂପ ମଞ୍ଜରୀ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସମ୍ମିଳନୀ କୁ ରାଜ୍ୟ ଉପ ସଭାପତି ସୁରେଶ ସ୍ୱାଇଁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କେନ୍
Read More News
T & CPrivacy PolicyContact Us