Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ସାହାଦା ଠାରେ ମୁକ୍ତିତୀର୍ଥ ସେବାସଂଘର ଶୁଭାରମ୍ଭ କଲେ ସରକାରୀ ଦଳର ଉପମୁଖ୍ୟ ସଚେତକ

Baleshwar M, Balasore | Oct 5, 2025
ଶବକୁ ସମ୍ମାନ ଦେଇ ସ୍ମଶାନରେ ପହଞ୍ଚାଇବ ମୁକ୍ତିତିର୍ଥ ସେବାସଂଘ। ଜୀବନର ଶେଷ ଯାତ୍ରାରେ ସାମିଲ ହେବା ଉଦ୍ଦେଶ୍ୟ ନେଇ ବାଲେଶ୍ବର ସାହାଦାରେ ସମାଜସେବୀ ବିଶ୍ବନାଥ ପଣ୍ଡାଙ୍କ ଉଦ୍ୟମରେ ମୁକ୍ତିତୀର୍ଥ ସେବା ସଂଘ ଗଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ସରକାରଙ୍କ ଉପ ମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗଦେଇ ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ମୁକ୍ତି ତୀର୍ଥ ରଥର ଶୁଭାରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ରବିବାର ଦିନ ୩ଘଟିକା ରେ ସମାପନ କରାଯାଇଥିଲା।
Read More News
T & CPrivacy PolicyContact Us