Download Now Banner

This browser does not support the video element.

ନାକଟିଦେଉଳ: ଖୋଲଗଡ ସଂରକ୍ଷିତ ଜଙ୍ଗଲରେ ହାତୀ ଆକ୍ରମଣ ରେ ବନ ଜଗୁଆଳି ଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବୀରେ 12 ଘଣ୍ଟା ପଡି ରହିଲା ଶବ

Naktideul, Sambalpur | Sep 24, 2025
ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ର ସରାପାଲି ଫରେଷ୍ଟ ବିଟ ଅନ୍ତର୍ଗତ ଖୋଲଗଡ ସଂରକ୍ଷିତ ଜଙ୍ଗଲରେ ଟିକିଲିପଡ଼ା ଗ୍ରାମର ଦିବାକର ପ୍ରଧାନ ନାମକ ଜଣେ ବନ ବିଭାଗ ଜଗୁଆଳି ହାତୀ ମାନଙ୍କ ଗତିବିଧି ନିରିକ୍ଷଣ କରୁଥିବା ସମୟରେ ଗତ ମଙ୍ଗଳବାର ଜଙ୍ଗଲ ରେ ହାତୀ ଆକ୍ରମଣ ରେ ମୃତ୍ୟୁ ବରଣ କରିଥିବା ବେଳେ ସମ୍ପର୍କୀୟ ଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦାବୀ ନେଇ ବୁଧବାର ସକାଳ ୧୧ ଟା ପର୍ଯ୍ୟନ୍ତ ମୃତ ଦେହ ଦୀର୍ଘ 12 ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ଧରି ଘରେ ପଡି ରହିଥିଲା l
Read More News
T & CPrivacy PolicyContact Us