Download Now Banner

This browser does not support the video element.

କୋଟପାଡ: ପଲକାବସା ଗାଁରୁ ଦଶ ଫୁଟିଆ ଅଜଗର ଉଦ୍ଧାର କଲେ ସ୍ନେକ ହେଲଫ୍‌ ଲାଇନ୍‌ ସଦସ୍ୟ ଦମ୍ବୁରୁ ମାଝୀ l

Kotpad, Koraput | Sep 7, 2025
ଦଶ ଫୁଟିଆ ଅଜଗର ଉଦ୍ଧାର କଲେ ସ୍ନେକ ଲାଇଫ୍‌ ଲାଇନ୍‌ ସଦସ୍ୟ ଦମ୍ବୁରୁ ମାଝୀ l ବୈପାରୀଗୁଡା ବନାଞ୍ଚଳ ଅଧୀନ କୋଲାର ପଂଚାୟତର ପଲକାବସା ଗାଁ ରୁ ରବିବାର ଦଶ ଫୁଟିଆ ଅଜଗର ଉଦ୍ଧାର ହୋଇଛି l ଗାଁ ରେ ଥିବା କୁକୁଡ଼ା ଖାଉଥିବା ଦେଖି ଗ୍ରାମବାସୀ ଦେଖି ସ୍ନେକ ଲାଇଫ୍‌ ଲାଇନ୍‌ ସଦସ୍ୟଙ୍କୁ ଖବର ଦେଇଥିଲେ l ସ୍ନେକ ଲାଇଫ୍‌ ଲାଇନ୍‌ ସଦସ୍ୟ ଦମ୍ବୁରୁ ମାଝୀ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ। ଉଦ୍ଧାର ସାପଟିର ଓଜନ 15 କିଲୋରୁ ଅଧିକ ହେବ। ସ୍ନେକ ଲାଇଫ୍‌ ଲାଇନ୍‌ ସଦସ୍ୟ ଏହାକୁ ବନବିଭାଗକୁ ହସ୍ତାନ୍ତର କରିଥିଲେ।
Read More News
T & CPrivacy PolicyContact Us