Download Now Banner

This browser does not support the video element.

ଦେବଗଡ: ଆଦି କର୍ମଯୋଗୀ ଅଭିଯାନ ଉପରେ ଦେବଗଡ ସର୍କିଟ ହାଉସ ଠାରେ ତ୍ରିଦିବସୀୟ କର୍ମଶାଳା

Debagarh, Debagarh (Deogarh) | Sep 2, 2025
ଦେବଗଡ ସର୍କିଟ ହାଉସ ପରିସରରେ ଆଦି କର୍ମଯୋଗୀ ଅଭିଯାନ ଉପରେ ଏକ ତିନି ଦିନିଆ କର୍ମଶାଳା ଆଜି ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଦିବସରେ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କର୍ମଶାଳାର ଶୁଭାରମ୍ଭ କରିଥିଲେ ଓ ଆଦି କର୍ମ ଯୋଗୀ ଅଭିଯାନର ଦେବଗଡ ଜିଲ୍ଲା ପ୍ରଭାରୀ ଅରବିନ୍ଦ ମୁଦଗଲ ପରିଦର୍ଶକ ଭାବେ କାର‌୍ୟ୍ୟକ୍ରମରେ ଯୋଗଦାନ କରିଥିଲେ ।
Read More News
T & CPrivacy PolicyContact Us