Download Now Banner

This browser does not support the video element.

ଦିଗପହଣ୍ଡି: ଦିଗପହଣ୍ଡି ସହରର ଜଳସେଚନ ବିଭାଗ ର କାର୍ଯ୍ୟାଳୟ ଠାରେ ନିର୍ମାଣ ହୋଇଥିବା ଭୂତଳ ଜଳ ପ୍ରକଳ୍ପ ଅନୁଧ୍ୟାନ କରିଲେ ବରିଷ୍ଠ ଅଧିକାରୀ

Digapahandi, Ganjam | Sep 13, 2025
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରର ଜଳସେଚନ ବିଭାଗ ର କାର୍ଯ୍ୟାଳୟ ଠାରେ ନିର୍ମାଣ ହୋଇଥିବା ଭୂତଳ ଜଳ ପ୍ରକଳ୍ପ ଅନୁଧ୍ୟାନ କରିଲେ ବରିଷ୍ଠ ଅଧିକାରୀ । ଏହି ଅନୁଧ୍ୟାନ ଆଜି ଦିନ 10 ଘଣ୍ଟ ସମୟରେ ହୋଇଥିବାର ଖବର ମିଳିଥିବା ବେଳେ ଜଳସେଚନ ବିଭାଗ ର ବରିଷ୍ଠ ଅଧିକାରୀ ମାନେ ପହଞ୍ଚି ଏହାର ଅନୁଧ୍ୟାନ କରିଥିଲେ । ଏହା ଜଳସେଚନ ବିଭାଗ ର ଛତା ଯୋଜନା ଅଧିନରେ ହୋଇଥିବା ବେଳେ ଭୂତଳ ଜଳ କିଭଳି ଭାବରେ ଲୋକଙ୍କ ଉପଯୋଗ ହୋଇପାରିବ ସେ ନେଇ ଅନୁଧ୍ୟାନ କରାଯାଇଥିଲା ।
Read More News
T & CPrivacy PolicyContact Us