Download Now Banner

This browser does not support the video element.

ଖୋର୍ଦ୍ଧା: ସଂପୂର ରଙ୍ଗଣି ସାହିରେ ନୂଆ ଖାଇ ଉତ୍ସବରେ ଯୋଗଦେଲ ସ୍ଥାନୀୟ ବିଧାୟକ

Khordha, Khordha | Aug 28, 2025
ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ନିର୍ବାଚନ ମଣ୍ଡଳୀ ଖଙ୍ଗୁରିଆ ପଞ୍ଚାୟତ ଅଧିନସ୍ଥ ସଂପୁର ଗ୍ରାମର ରଙ୍ଗଣୀ ସାହି ଯୁବକ ମାନଙ୍କ ଦ୍ଵାରା ଆୟୋଜିତ ନୂଆଁଖାଇ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ସ୍ଥାନୀୟ ବିଧାୟକ ପ୍ରଦୀପ ସାହୁ। ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଏକାଠି ହୋଇ ଏହି ଉତ୍ସବକୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି। ଯାହାକି ଅତ୍ୟନ୍ତ ଖୁସିର ବିଷୟ। ଆମ ପରମ୍ପରାର ପ୍ରଚାର ପ୍ରସାର ସହ ଏଭଳି ଭବ୍ୟ ଆୟୋଜନ ପାଇଁ ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଉଛନ୍ତି ବିଧୟକ।
Read More News
T & CPrivacy PolicyContact Us