Download Now Banner

This browser does not support the video element.

ମାଲକାନଗିରି: ମାଲକାନଗିରି ଠାରେ ଆଦର୍ଶ ଶ୍ମଶାନ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପରିଦର୍ଶନ କଲେ ଜିଲ୍ଲାପାଳ

Malkangiri, Malkangiri | Sep 6, 2025
ମାଲକାନଗିରି ଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ପରିଦର୍ଶନ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ।ଶନିବାର ପୂର୍ବାହ୍ନରେ ମାଲକାନଗିରି ଜିଲ୍ଲାପାଳଙ୍କ ସହ ବହୁ ଅଧିକାରୀ ପରିଦର୍ଶନରେ ଯାଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us