Download Now Banner

This browser does not support the video element.

ଉଦଳା: ଖୁଣ୍ଟା ମିନି ଷ୍ଟାଡିୟମ ଠାରେ ବାଣିଜ୍ୟ ମେଳା ଉଦଘାଟିତ

Udala, Mayurbhanj | Aug 27, 2025
ଖୁଣ୍ଟା ମିନି ଷ୍ଟାଡିୟମ ଠାରେ ଖୁଣ୍ଟା ବଣିକ ସଂଘ ଆନୁକୁଲ୍ୟରେ ଅନୁଷ୍ଠିତ ବାଣିଜ୍ୟ ମେଳାର ଉଦ୍ଦଘାଟନ ହୋଇଯାଇଛି। ଏହି ଅବସରରେ ବୁଧବାର ସଂଧ୍ୟା ୭ଟାରେ ବଣିକ ସଂଘର ସମ୍ପାଦକ ଜ୍ଞାନରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଧଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଖୁଣ୍ଟା ଥାନା ଆଇ ଆଇସି ପଞ୍ଚାନନ ମହାନ୍ତି ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us