Install App
santosh0986416
This browser does not support the video element.
ନର୍ଲା: ଧ୍ରୁ କୁଟି ଗ୍ରମରେ ପରିବାର କଥା କୁ ନେଇ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଥାନାରେ ଅଭିଯୋଗ ଆପୋଷ ବୁଝାମଣା ହୋଇଥିବା ସୂଚନା
Narala, Kalahandi | Sep 6, 2025
ଗତ କିଛି ଦିନ ତଳେ ଧୃ କୁଟି ଗ୍ରାମର ଗୋଟିଏ ପରିବାର ମଧ୍ୟରେ ପାରିବାରିକ କଥା କୁ ନେଇ ଗଣ୍ଡଗୋଳ ହୋଇଥିଲେ ଏଥିରେ ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଥିଲେ ଅଭିଯୋଗ ପାଇଁ ଆଜି ଶନିବାର ଦିନ ଅପରାହ୍ନ ତିନିଟା ସମୟରେ ଉଭୟ ପକ୍ଷ ଙ୍କୁ ଥାନାକୁ ଡ଼କାଇ ଥିଲେ ଏହି ଘଟଣା କୁ ନେଇ ଉଭୟ ପକ୍ଷ ଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ସୂଚନା ମିଳିଛି
Share
Read More News
T & C
Privacy Policy
Contact Us
Your browser does not support JavaScript!