Download Now Banner

This browser does not support the video element.

ଖଲ୍ଲିକୋଟ୍: ଜଗନ୍ନାଥ ବିହାର ଠାରେ ଓଡ଼ିଶା ସରକାରଙ୍କ ବୈଧ ମାପ ବିଜ୍ଞାନ ନିରୀକ୍ଷକ ଙ୍କ ନୂତନ ଗୃହର ଶୁଭ ଉଦ୍ଘାଟନ କଲେ ରାଜ୍ୟ ଯୋଗାଣ ମନ୍ତ୍ରୀ

Khalikote, Ganjam | Sep 13, 2025
ଖଲ୍ଲିକୋଟ ସ୍ଥିତ ଜଗନ୍ନାଥ ବିହାର ଠାରେ ଓଡ଼ିଶା ସରକାରଙ୍କ ବୈଧ ମାପ ବିଜ୍ଞାନ ନିରୀକ୍ଷକ ଙ୍କ ନୂତନ ଗୃହର ଶୁଭ ଉଦ୍ଘାଟନ କରିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଆଜି ଦିନ ୧୧ ଟା ସମୟରେ ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଓ ସମ୍ମାନିତ ଅତିଥି ଭାବେ ଆସ୍କା ସାଂସଦ ଅନିତା ଶୁଭଦର୍ଶୀନି, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ସ୍ୱଚ୍ଛ ଭାରତ ମିଶନ କୋଡ଼ିନେଟର ମହେଶ ମହାନ୍ତି, ଘୁମୁସର ଜିଲ୍ଲା ସଭାପତି ବିଜୟ କୁମାର ସ୍ବାଇଁ ଯୋଗ ଦେଇଥିଲେ ।
Read More News
T & CPrivacy PolicyContact Us