Download Now Banner

This browser does not support the video element.

ମାଲକାନଗିରି: ବବଲିଗୁଡା ଗ୍ରାମରେ ଥିବା ପୋଲ ତଥା ବ୍ରିଜ ଟି ଭାଙ୍ଗି ଯାଇଥିବା ବେଳେ ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ମହିଳା

Malkangiri, Malkangiri | Sep 10, 2025
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଂଚଳର ବବଲିଗୁଡା ଗ୍ରାମ। ଏହି ଗ୍ରାମରେ ବିଗତ ଦିନରେ ଏକ ବ୍ରିଜ ନିରାମନ କରାଯାଇଥିଲା। କିନ୍ତୁ ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାୟୀ ଏହା ନିମ୍ନ ମାନର ଯୋଗୁଁ ଭାଙ୍ଗି ଯାଇଥିଲା ବୋଲି ଅଵଯୀଯ9ହୋଇଛି ।
Read More News
T & CPrivacy PolicyContact Us