Download Now Banner

This browser does not support the video element.

ସୋନପୁର: ଆସନ୍ତାକାଲି ପାଇଁ ସୁବର୍ଣ୍ଣପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ବିଜୁଳି ଘଡଘଡ଼ି ସହ ବର୍ଷା ସମ୍ଭାବନା

Sonapur, Subarnapur (Sonepur) | Sep 7, 2025
ସୂଚନା ଅନୁସାରେ ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାକୁ ୟୋଲ ୱାର୍ନିଙ୍ଗ ଜାରି କରାଯାଇଛି l ଏହି କ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ଶହ ବର୍ଷାର ସମ୍ଭାବନା ଥିବାବେଳେ, ଘଣ୍ଟା ପ୍ରତି 30 ରୁ 40 କିଲୋମିଟର ବେଗରେ ପବନ ବହିବାର ସଭାବନା ରହିଛି l
Read More News
T & CPrivacy PolicyContact Us