Download Now Banner

This browser does not support the video element.

ସଦର: କେସିଙ୍ଗା ବ୍ଲକ କାର୍ଯ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଙ୍କ ଯୋଗଦାନ

Sadar, Kalahandi | Aug 31, 2025
ଆଜି କେସିଙ୍ଗା ବ୍ଲକ କାର୍ଯ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଙ୍କ ମନ କି ବାତ କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ କଥା ଶୁଣିଥିଲେ ।ଏହି ଅବସର ରେ ପୂର୍ବତନ ସାଂସଦ କୁମାର ସାହେବ ଶ୍ରୀ Arka Keshari Deo ଙ୍କ ସମେତ ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଢ଼ ଏବଂ ସମସ୍ତ କାର୍ଯ୍ୟକର୍ତା ଓ ସରକାରୀ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ l ତେବେ ଏନେଇ ଆଜି ଅପରାହ୍ନ ଗୁଟେ ସମୟରେ ଜଣାଯାଇଛି
Read More News
T & CPrivacy PolicyContact Us