This browser does not support the video element.
କଣ୍ଟାବାଞ୍ଜି: ବଙ୍ଗୋମୁଣ୍ଡା ପଥପ୍ରାନ୍ତ ଠାରେ କଣ୍ଟାବାଞ୍ଜି ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ବିରୁଦ୍ଧରେ ବିଜେଡି ରାଜ୍ୟ ସମ୍ପାଦକଙ୍କ ବୟାନ
Kantabanji, Balangir | May 11, 2024
ବଙ୍ଗୋମୁଣ୍ଡା ଠାରେ ଆଜି ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ବିଜେଡି ରାଜ୍ୟ ସମ୍ପାଦକ ଲକ୍ଷ୍ମଣ ମେହେର ବିଜେପି ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ ବିଭିନ୍ନ ସଭା ସମିତିରେ ଦାଦନ ଶ୍ରମିକ ଉପରେ ଦେଉଥିବା ବୟାନ ଉପରେ ବର୍ଷିଥିଲେ। ବିଜେପି ବିଧାୟକ ପ୍ରାର୍ଥୀ ନିଜେ ଜଣେ ଦାଦନ ସର୍ଦାର ହୋଇଥିବା ବେଳେ ତାଙ୍କ ଭାଇ ମାନେ ମଧ୍ୟ ଦାଦନ ସର୍ଦାର ବୋଲି କହିଥିଲେ । ରାଜ୍ୟ ସରକାର ଚାଷୀ ମାନଙ୍କ ପାଇଁ ଜଳ ସେଚନ ସୁବିଧା ସହ ମୁଖ୍ୟମନ୍ତ୍ରୀ ନିଜେ କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥୀ ହୋଇଥିବା ଯୋଗୁ ନିର୍ବାଚନ ମଣ୍ଡଳୀର ଲୋଳ ଖୁସି ଥିବା କହିଥିଲେ।