Download Now Banner

This browser does not support the video element.

ପୋଲସରା: ପାତାଳସିଙ୍ଗି ସରକାରୀ ଆଶ୍ରମ ବିଦ୍ୟାଳୟ କୁ ଅଚାନକ ପରିଦର୍ଶନ କରି, ପିଲାମାନଙ୍କୁ ମନ୍ତ୍ରୀ ପଢାଇଲେ ପାଠ।

Polasara, Ganjam | Jul 3, 2024
ଅଚାନକ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ପିଲାଙ୍କୁ ମନ୍ତ୍ରୀ ପଢାଇଲେ ପାଠ।ଆଜି ସକାଳ ୧୦ ସମୟରେ ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ଅଚାନକ ପୋଲସରା ବ୍ଳକ ଅନ୍ତର୍ଗତ ପାଣ୍ଡିରିପଡା ପଞ୍ଚାୟତର ପାତାଳସିଙ୍ଗି ଗ୍ରାମରେ ଥିବା ସରକାରୀ ଆଶ୍ରମ ବିଦ୍ୟାଳୟକୁ ପରିଦର୍ଶନରେ ଯାଇ ଆଶ୍ରମରେ ଥିବା ପିଲାମାନଙ୍କୁ ପାଠ ପଢାଇବା ଦୃଶ୍ୟ ଦେଖିବାକୁ ମିଳୁଛି। ମନ୍ତ୍ରୀ ଶ୍ରୀ ମଳିକ ପିଲାଙ୍କୁ ପଠ ପଢ଼ାଇବା ପରେ ଆଶ୍ରମରେ ଥିବା ରୋଷେଇ ଶାଳରେ ପହଞ୍ଚି ରୋଷେଇ ହୋଇଥିବା ଖାଦ୍ୟ ଦେଖିବା ସହିତ ପାଚିକା ମାନଙ୍କ ସହିତ ଆଲୋଚନା କରିଥିଲେ।
Read More News
T & CPrivacy PolicyContact Us