Download Now Banner

This browser does not support the video element.

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପାରିଷଦ ସମ୍ମିଳନୀ କକ୍ଷରେ ରାଜସ୍ବ ଓ ଭୂ- ଅର୍ଜନ ସମ୍ବନ୍ଧୀୟ ସମୀକ୍ଷା ବୈଠକ

Khordha, Khordha | Sep 4, 2025
ଖୋର୍ଦ୍ଧା ଜିଲ୍ଲା ରାଜସ୍ବ ଓ ଭୂ- ଅର୍ଜନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ। ଏହି ବୈଠକରେ ମନ୍ତ୍ରୀ ସୁରେଶ ପୁଜାରୀଙ୍କ ଅଧ୍ୟକ୍ଷତାରେ ସମସ୍ତ ସମସ୍ୟା ବିଷୟରେ ବିସ୍ତୃତ ଆଲୋଚନା କରି ସମସ୍ୟା ଗୁଡ଼ିକୁ ସମାହିତ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Read More News
T & CPrivacy PolicyContact Us