Download Now Banner

This browser does not support the video element.

ବୀରମିତ୍ରପୁର: ନୂଆଗାଁ ବ୍ଲକ ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ।

Biramitrapur, Sundargarh | Sep 26, 2025
ନୂଆଗାଁ ବ୍ଲକ ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା।ପ୍ରାପ୍ତିସୂଚନାନୁସାରେ ନୂଆଗାଁ ବ୍ଲକ ଚେୟାରମେନ୍ ବିଶ୍ବାସୀ ଟପ୍ନୋଙ୍କ ଉପସ୍ଥିତିରେ ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିଲା।ଏଥିରେ ବ୍ଲକର ସମସ୍ତ କର୍ମଚାରୀମାନେ ଯୋଗ ଦେଇଥିଲେ।ପ୍ରଥମେ ବିଦ୍ୟାଳୟର ସମ୍ମୁଖ ଓ ଗେଟ ସମ୍ମୁଖ ସଫେଇ କାର୍ଯ୍ୟ ହୋଇଥିଲା।ଏହି କାର୍ଯ୍ୟକ୍ରମ ଦ୍ବାରା ଲୋକମାନଙ୍କୁ ସନ୍ଦେଶ ଦେବା ସମସ୍ତେ ସ୍ୱଚ୍ଛତାକୁ ଗୁରୁତ୍ଵ ଦେବେ ଓ ନିଜ ଅନୁଷ୍ଠାନ ତଥା ଅଞ୍ଚଳକୁ ସବୁବେଳେ ସ୍ୱଚ୍ଛ ରଖିବେ।
Read More News
T & CPrivacy PolicyContact Us