This browser does not support the video element.
ବଲାଙ୍ଗୀର: ମହାକୁର ପାଲି ରେଳ ଧାରଣା ରେ ପଡିଛି ବୃଦ୍ଧଙ୍କ ମୃତ ଦେହ
Balangir, Balangir | Sep 9, 2025
Breaking.... ବଲାଙ୍ଗୀର;- ଟ୍ରେନ୍ ଧକ୍କାରେ ବୃଦ୍ଧ ମୃତ I ମହାକୁରପାଲି ରେଳ ଧାରଣାରେ ପଡିଛି ବୃଦ୍ଧଙ୍କ ମୃତଦେହ I ଶୌଚ ଯାଇ ରେଳ ଲାଇନ ପାର ବେଳେ ଧକ୍କା ଦେଲା ପାସେଞ୍ଜର ଟ୍ରେନ୍ I ମୃତ ବୃଦ୍ଧଙ୍କ ନାଁ ରାଜପତି ବାରିକ ବୋଲି ଆଜି ୧୧ ଟା ସମୟରେ ଜଣା ପଡିଛି I ତାଙ୍କ ଘର ଗଇଁତଲା ଗାଁରେ ବୋଲି ଜଣାପଡିଛି I ଘଟଣା ସ୍ଥଳରେ ବଲାଙ୍ଗୀର ଜିଆରପି ପହଂଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି l