Download Now Banner

This browser does not support the video element.

ଜୟପୁର: ଆମଆଦମୀ ପାର୍ଟିରୁ ଗୌରୀ ଚରଣ ଦେବଶର୍ମା ଙ୍କ ଇସ୍ତଫା ଜୟପୁର ହାଟପଦା ଠାରେ ଦେଲେ ସୂଚନା

Jeypore, Koraput | Sep 8, 2025
ଆମଆଦମୀ ପାର୍ଟି ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ଜୟପୁର ନିର୍ବାଚନ ମଣ୍ତଳିରେ ପ୍ରତିଦ୍ବନ୍ଦିତା କରୁଥିବା ଗୌରୀ ଚରଣ ଦେବଶର୍ମା ଆମଆଦମୀ ପାର୍ଟି ଛାଡିଥିବା ନେଇ ହାଟପଦା ଠାରେ ସଂନ୍ଧ୍ୟା 7 ଟାରେ ଗଣ ମଧ୍ୟ୍ୟମ କୁ ସୂଚନା ଦେଇଛନ୍ତି । ଶ୍ରୀ ଶର୍ମା ବିଜୁଜନତା ଦଳରେ ଅନେକ ଦିନ କାର୍ଯ୍ୟ କରିବା ପରେ ଜୟପୁରର ବିକାଶ କରିବା ନିମନ୍ତେ ସେ ଆମ ଆଦମୀ ପାର୍ଟି କୁ ଆପଣାଇଥିଲେ। କିନ୍ତୁ ବିଧାନସଭା ନିର୍ବାଚନରେ ପରାସ୍ତ ହେବା ପରେ ସେ ନିଜକୁ କୌଣସି ଦଳରେ ନରହି ସହରର ବିକାଶ କରିବେ ବୋଲି ନିଷ୍ପତି ନେଇଛନ୍ତି।
Read More News
T & CPrivacy PolicyContact Us