Download Now Banner

This browser does not support the video element.

ରେଢାଖୋଲ: ଭୀମଭୋଇ କଲ୍ୟାଣ ମଣ୍ଡପ ଠାରେ ରାବଣ ପୋଡି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Rairakhol, Sambalpur | Sep 9, 2025
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ‌ ଏନ‌ଏସି କାର୍ଯ୍ୟାଳୟ ସ୍ଥିତ ଭୀମଭୋଇ କଲ୍ୟାଣ ମଣ୍ଡପ ଠାରେ ମଙ୍ଗଳବାର ଅପରାହ୍ନରେ ଆବାହକ ଗୋବିନ୍ଦ ଅଗ୍ରୱାଲଙ୍କ ନେତୃତ୍ବରେ ରାବଣ ପୋଡି ମହୋତ୍ସବ କମିଟି ର ସଭାପତି ଏନ‌ଏସି ଅଧ୍ୟକ୍ଷ ଶିବରାମ ସାହୁ ଙ୍କ ସଭାପତିତ୍ବରେ ରାବଣ ପୋଡି ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଦଶହରା ବା ବିଜୟୀ ଦଶମୀ ଦିନ କଦମ୍ବ ପଡ଼ିଆ ଠାରେ ରାବଣ ପୋଡି ମହୋତ୍ସବ ପାଳନ ହେବ ।
Read More News
T & CPrivacy PolicyContact Us