Download Now Banner

This browser does not support the video element.

ଜୟପୁର: ଲଗାଣ ବର୍ଷାରେ କେବିଡି, ଭାଜିଗୁଡା ଓ ହାଟପଦା ସହ ବିଭିନ୍ନ ଅଞ୍ଚଳରେ ୧୭ଟି ଘର ଆଂଶିକ ଭାଙ୍ଗିଥିବା ସୂଚନା

Jeypore, Koraput | Aug 27, 2025
ଲଗାଣ ବର୍ଷାରେ ଜୟପୁର ତହିସିଲ ଅଧିନରେ ୧୭ ଟି ଘର ଆଂଶିକ ଭାଙ୍ଗି ଥିବା ଜଣାଯାଇଛି । ଏନେଇ ଜୟପୁର ତହିଲଦାର ସବ୍ୟ ସାଚି ଜେନା, ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପଟ୍ଟନାୟକ, ରାସ୍ୱଜ ସୁପର ଭାଇଜର ହରି ହର ଶତପଥି ଉପସ୍ଥିତ ରହି ତ୍ୟ ସଂଗ୍ରହ କରିବା ସହ ପୋଲିଥିନ ପ୍ରଦାନ କରିଥିଲେ । କେବିଡିର , ସିଗିଂବନ୍ଧର . ଭାଜିଗୁଡା , ହାଟପଦା . ବୈରାଗିମଠ,ବାପୁଜି ନଗରର . ଭାଜିଗୁଡା , ଖଡପା ରେ ଘର ଭାଙ୍ଗି ଥିବା ବିଷୟ ଆଜି ଅପରାହ୍ନ ୧ ଘଣ୍ଟା ସମୟରେ ବିଭାଗ ତରଫରୁ ଗଣ ମାଧ୍ୟମକୁ ସୁଚନା ଦିଆଯାଇଛି ।
Read More News
T & CPrivacy PolicyContact Us