This browser does not support the video element.
କୋଟପାଡ: ପାହାଡିଆ ନଦୀ କୁ ନେଇ କାଙ୍ଗୁଗୁଡା ଠାରେ ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ଶିକ୍ଷକ ବିଦ୍ୟାପତି ପଲେଇ l
Kotpad, Koraput | Aug 25, 2025
ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଚେରକା ପଂଚାୟତର କାଙ୍ଗୁଗୁଡା ଠାରେ ପାହାଡିଆ ନଦୀ କୁ ନେଇ ସମବାର ଅପରାହ୍ନ ଚାରିଟା ସମୟରେ କାଙ୍ଗୁଗୁଡା ଠାରେ ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ଶିକ୍ଷକ ବିଦ୍ୟାପତି ପୋଲାଈ l କାଙ୍ଗୁଗୁଡା ପାହାଡିଆ ନଦୀ ଲାଗି ବର୍ଷା ଦିନ ଆସିଲେ ପଂଚାୟତ ର କାଙ୍ଗୁଗୁଡା , ଅଟାଳଗୁଡା ଏବଂ ଝାଲିଆଗୁଡା ତିନୋଟି ଗ୍ରାମର ଏକ ଶହ ରୁ ଉର୍ଦ୍ଧ ପରିବାର ଲୋକେ ହନ୍ତସନ୍ତ ହୁଅନ୍ତି l ବିଦ୍ୟାଳୟ ଶିକ୍ଷକ, ସ୍ଥାନୀୟ ଅଙ୍ଗନବାଡି କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ମାନେ କଷ୍ଟେ ମଷ୍ଟେ ଯିବା ଆସିବା କରୁଛନ୍ତି l