This browser does not support the video element.
ବଲାଙ୍ଗୀର: ଜିଲ୍ଲା ପାଇଁ ୟେଲୋ ୱାର୍ଣିଂ ବଜ୍ରପାତ ସହିତ ଭାରୀ ବର୍ଷାର ସମ୍ଭାବନା
Balangir, Balangir | Sep 1, 2025
ବଲାଙ୍ଗୀର ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭାରୀ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି। ତା ସହିତ 30ରୁ 40 କି.ମି. ବେଗରେ ପବନ ବହିପାରେ। ଅଧିକ ବର୍ଷାରେ ନିମ୍ନାଞ୍ଚଳରେ ଜଳଜମା, ସାଧାରଣ ଯାତାୟାତ ବାଧାଗ୍ରସ୍ତ ହେବାର ଆଶଙ୍କାରହିଛି ପ୍ରଶାସନ ତରଫ ରୁ ଆଜି ଅପରାହ୍ନ 2ଟା ସମୟରେ ଜିଲ୍ଲା କୁ ୟେଲୋ ୱାର୍ନିଙ୍ଗ ଜାରି କରିବା ସହ ବଜ୍ରପାତ ସମୟରେ ଘରୁ ବାହାରିବାରୁ ବଚନ୍ତୁ, ବିଦ୍ୟୁତ ଖୁମ୍ଭା, ବୃକ୍ଷ ତଳରେ ନ ରହିବା କୁ ପରାମର୍ଶ ଜାରି କରିଛି