Download Now Banner

This browser does not support the video element.

ଜି ଉଦୟଗିରି: ରାଇକିଆ ବ୍ଲକ ବିଜେପି ପକ୍ଷରୁ ଦିବଙ୍ଗତ ମାନ୍ୟବର ପୂର୍ବତନ ବିଧାୟକ ସ୍ବର୍ଗତ କରେନ୍ଦ୍ର ମାଝୀଙ୍କର ସ୍ମୁତୀ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

G Udayagiri, Kandhamal | Aug 26, 2025
ରାଇକିଆ ବ୍ଲକ ବିଜେପି ପକ୍ଷରୁ ଦିବଙ୍ଗତ ମାନ୍ୟବର ପୂର୍ବତନ ବିଧାୟକ ସ୍ବର୍ଗତ କରେନ୍ଦ୍ର ମାଝୀଙ୍କର ସ୍ମୁତୀ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ଶ୍ରଦ୍ଧାଞ୍ଜଳି ଅର୍ପଣ ସଭରେ ସାଂସଦ ପ୍ରତିନିଧି ଶ୍ରୀ ସନ୍ତୋଷ କୁମାର ଲେଙ୍କାଙ୍କ ସଂଯୋଜନା ସହ ଅଧ୍ୟକ୍ଷତାରେ ହୋଇଥିବାବେଳେ ପୂର୍ବତନ ବିଧାୟକ ଶ୍ରୀ ମନୋଜ ପ୍ରଧାନ ପରିଚାଳନା କରିଥିଲେ,ଏବଂ ମଣ୍ଡଳ ସଭାପତି ଶ୍ରୀ ସନ୍ତୋଷ ପାତ୍ର, ବରିଷ୍ଠ ନେତା ଶ୍ରୀ ଅଭିମନ୍ୟୁ ପଣ୍ଡା, ରାଜ୍ୟ ବିଜେପି ପାରିଷଦ ସଭ୍ୟ ଶ୍ରୀ ସୁକାନ୍ତ ସାହୁ,ମଣ୍ଡଳ ସାଧାରଣ ସମ୍ପାଦକ ଶ୍ରୀ ସନକ ଦିଗାଳ,ବ୍ଲକ ପ୍ରତିନିଧି ଯୋଗ ଦେଇଥିଲେ.
Read More News
T & CPrivacy PolicyContact Us