This browser does not support the video element.
ମାଲକାନଗିରି: ସାର ଅଭାବ ଯୋଗୁଁ ପ୍ରତିବାଦ , ମାଥିଲି ଠାରେ ଜାତୀୟ ରାଜପଥ ଅବରୋଧ କଲେ ଚାଷୀ
Malkangiri, Malkangiri | Aug 23, 2025
ସାର ଅଭାବ ପ୍ରତିବାଦରେ ଏନ୍ଏଚ୍ ଅବରୋଧ କଲେ ଚାଷୀ।ମାଲକାନଗିରି ଜିଲ୍ଲା ମାଥିଲି ଠାରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଚାଷୀ। ଶନିବାର ପୂର୍ବାହ୍ନରେ ଶହ ଶହ ସଂଖ୍ଯାରେ ଚାଷୀ ଜାତୀୟ ରାଜପଥ ଅବରୋଧ କରିଛନ୍ତି। NH-୩୨୬ ମାଥିଲି ଲ୍ୟାମ୍ପ୍ସ ନିକଟରେ ଚାଷୀଙ୍କ ଅବରୋଧ କରିଥିଲେ। ସାର ନ ମିଳିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଅଡ଼ି ବସିଥିଲେ। ପୂର୍ବରୁ ସାର କଳାବଜାରୀ ନେଇ ଅଭିଯୋଗ କରିଥିଲେ ଚାଷୀ।