This browser does not support the video element.
ରେଢାଖୋଲ: ରଥସାହି ଠାରେ ଏନଏସି ପକ୍ଷରୁ ପଥ ଉସ୍ଚବ କାର୍ଯ୍ୟକ୍ରମ ଅନୁଷ୍ଠିତ
Rairakhol, Sambalpur | Aug 30, 2025
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଜ୍ଞାପିତ ଅଂଚଳ ପରିଷଦର ସାୟତ୍ତ ଶାସନ ଦିବସ ପାଳନ ଅବସରରେ ଶନିବାର ସକାଳେ ପଥ ଉସ୍ଚବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଝୋଟି , ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ପାଲା , କୃଷ୍ଣ ଗୁରୁ ଭଲି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ କରାଯାଇଥିଲା । ଏବଂ ସ୍ବାୟଂ ସହାୟକ ଗୋଷ୍ଠୀ ତରଫରୁ ମାଣ୍ଡିଆରେ ତିଆରି ବିଭିନ୍ନ ପାରମ୍ପାରିକ ଖାଦ୍ୟ ପରିବେଷଣ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ , ସ