Download Now Banner

This browser does not support the video element.

ବୌଦ୍ଧ ସଦର: ବଉଦିଆସାହିରେ ଶିଶୁ ସାଗର-୧୦ କାର୍ଯ୍ୟକ୍ରମ ଅନୁଷ୍ଠିତ ଯୋଗଦେଲେ ବୌଦ୍ଧ ଜିଲ୍ଲାପାଳ

Baudh Sadar, Boudh (Bauda) | Aug 27, 2025
ବୌଦ୍ଧ ବ୍ଲକ ବାଉଁଶୁଣି ବଉଦିଆସାହିରେ ଫ୍ରେଣ୍ଡସିପ ଅଲଲିମିଟେଡ଼ ଗ୍ରୁପ ପକ୍ଷରୁ ଗଣେଶ ପୂଜା ଉପଲକ୍ଷେ ଶିଶୁ ସାଗର-୧୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାର କଂସ ଭୁବନେଶ୍ଵର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ
Read More News
T & CPrivacy PolicyContact Us