This browser does not support the video element.
ଢେଙ୍କାନାଳ ସଦର: କାରିଗର ସାହି ନିକଟରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୨୧ ତମ ପ୍ରତିଷ୍ଠା ଦିବସ ପାଳିତ
Dhenkanal Sadar, Dhenkanal | Sep 2, 2025
ଢେଙ୍କାନାଳ ସହରସ୍ଥ କାରିଗର ସାହି ନିକଟରେ ଥିବା ଏକ ମଣ୍ଡପରେ ଆଜି ମଧ୍ୟାହ୍ନରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୨୧ ତମ ପ୍ରତିଷ୍ଠା ଦିବସ ଓ ୨୦ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରଷ୍ଠ ନାଗରିକମାନଙ୍କୁ ଉତ୍ସାହିତ କରିଥିଲେ ।