Download Now Banner

This browser does not support the video element.

ଖଲ୍ଲିକୋଟ୍: ଭେଜିପୁଟ ଗ୍ରାମରେ ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ, ଖବର ପ୍ରସାରଣ ପରେ ସଜାଡ଼ିଲା ବିଦ୍ୟୁତ ବିଭାଗ

Khalikote, Ganjam | Aug 24, 2025
ଭେଜିପୁଟ ଗ୍ରାମର ରାସ୍ତା କଡ଼ରେ ଏକ ବିଦ୍ୟୁତ ଖୁଣ୍ଟ ବିପଦ ସଙ୍କୁଳ ଅବସ୍ଥାରେ ରହି ଥିବା ଖବର ପ୍ରସାରଣ ପରେ ଆଜି ବିଦ୍ୟୁତ ବିଭାଗ ତତ୍ପରତା ଦେଖାଇଛି । ଆଜି ଅପରାହ୍ନ ୨ ଟା ସମୟରେ ବିଦ୍ୟୁତ୍ ବିଭାଗ କର୍ମଚାରୀ ମାନେ ପହଞ୍ଚି ବିପଦ ସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ୍ ଖୁଣ୍ଟ ମରାମତି କରିଛନ୍ତି ।
Read More News
T & CPrivacy PolicyContact Us