This browser does not support the video element.
ବରଗଡ: ସ୍ଥାନୀୟ ଗାନ୍ଧୀ ଛକରୁ ଭଟଲି ଛକ ପର୍ଯ୍ୟନ୍ତ ଓ ଅନ୍ୟାନ୍ୟ ସ୍ଥାନରେ ବିଦ୍ୟୁତ ସେବା ବନ୍ଦ ନେଇ ଜରୁରୀ ସୂଚନା ପ୍ରଦାନ କଲା ବିଦ୍ୟୁତ ବିଭାଗ
Bargarh, Bargarh (Baragarh) | Aug 23, 2025
ବରଗଡ଼ ସହରର ବିଭିନ୍ନ ଏରିଆରେ ବିଦ୍ୟୁତ କାଟକୁ ନେଇ ଶନିବାର ଦିବା 12 ଘଣ୍ଟା ସମୟରେ ଜରୁରୀ ସୂଚନା ପ୍ରଦାନ କଲା ବିଦ୍ୟୁତ ବିଭାଗ | ବରଗଡ଼ ସହରର ବିଦ୍ୟୁତ କାର୍ଯ୍ୟର ରକ୍ଷଣା ବେକ୍ଷଣ ପାଇଁ ଆଜି ଅପରାହ୍ନ 2 ଘଣ୍ଟା ସମୟରୁ ଅପରାହ୍ନ 4.30 ମିନିଟ ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ ବୋଲି ଆଜି ଜରୁରୀ ସୂଚନା ଦିଆଯାଇଛି l ତେବେ ଗାନ୍ଧୀ ଛକରୁ ଭଟଲି ଛକ,ବାନ୍ଦୁଟିକ୍ରା ଛକ ଏରିଆ,ଜେଜେ ରେସିଡେନ୍ସି ପଛ ସାଇଡ ଏରିଆ,ଖଜୁରଟିକ୍ରା, ମିଳନ ବିହାର,ଯଶୋଦା ପଛ ଏରିଆ,ଶ୍ରୀରାମ ବିହାର ଏରିଆ ପ୍ରଭାବିତ ହେବ ବୋଲି ସୂଚନା ଦିଆଯାଇଛି ।