This browser does not support the video element.
ଜି ଉଦୟଗିରି: ଟିକାବାଲିରେ ହଦଗଡ଼ ଅଞ୍ଚଳରେ ମାଁ ବ୍ରାହ୍ମଣୀଦେବିଙ୍କ ଜନ୍ତାଳ ପୂଜା ପୁରୁଣା ଗଡ଼ ଏବଂ କୋଚିଲାଗଡ ଗ୍ରାମରେ ଅନୁଷ୍ଠିତ ହୋଇଅଛି
G Udayagiri, Kandhamal | Aug 28, 2025
ଟିକାବାଲିରେ ହଦଗଡ଼ ଅଞ୍ଚଳରେ ମାଁ ବ୍ରାହ୍ମଣୀଦେବିଙ୍କ ଜନ୍ତାଳ ପୂଜା ପୁରୁଣା ଗଡ଼ ଏବଂ କୋଚିଲାଗଡ ଗ୍ରାମରେ ଅନୁଷ୍ଠିତ ହୋଇଅଛି। ଏହି ଜନ୍ତାଳ ପୂଜା ପୁରୁଣା ଗଡ଼ ଗ୍ରାମ କମିଟିର ସଭାପତି ବିଶିକେସନ ଦୁର୍ଗୀ ଙ୍କ ତତ୍ବାବଧାନରେ ମାଁ ବ୍ରାହ୍ମଣୀଦେବିଙ୍କ ଜନ୍ତାଳ ପୂଜା ଅନୂଷ୍ଠୀତ ହୋଇଥିଲା । ଏହି ଜନ୍ତାଳ ପୂଜାରେ ମାଁ ବ୍ରାହ୍ମଣୀଦେବି ଙ୍କ ପୂଜକ ଚେରୁଆ ବିଷୋୟୀ , ବାହାକ ପଲଉ ବିଷୋୟୀ , ଭାରୁଆ ବୁଲୁ ବିଷୋୟୀ , ଦୁହୁଡା ରାଧାକାନ୍ତ ସାହୁ , ହୋଣ୍ଡା ଜାଗର ରବିନ୍ଦ୍ର ରଣା , ଉପଦେଷ୍ଟା ପ୍ରମୋଦ ପ୍ରଧାନ, ମୂଖ୍ୟ ପରିଚାଳନା ସାନୁଜ ଇଣ୍ଡିଆ ଏବଂ ସମସ୍ତ ଗ୍ରାମବାସୀ ରହିଥିଲେ.