Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ଜିଲ୍ଲାରେ ଆସନ୍ତା ସେପ୍ଟେମ୍ୱର ୧୨ ଯାଏଁ ପବନ ବର୍ଷା ହେବା ସହ ବଜ୍ରପାତ ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣିଂ ଜାରୀ

Baripada M, Mayurbhanj | Sep 7, 2025
ମୟୂରଭଞ୍ଜ ଜିଲ୍ଲାରେ ଆସନ୍ତା ସେପ୍ଟେମ୍ୱର ୧୧ ଯାଏଁ ୩୦ ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ପବନ ସହ ବର୍ଷା ଓ ବଜ୍ରପାତ ହେବାନେଇ ୟୋଲ ୱାର୍ଣିଂ ଏବଂ ୧୨ ତାରିଖ ରେ ଅରେଞ୍ଜ ୱାର୍ଣିଂ ଜାରୀ ହୋଇଛି। ଏନେଇ ରବିବାର ଦିନ ପ୍ରାୟ ୧ଟା ସମୟରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରି ଏହି ୱାର୍ଣିଂ ଜାରୀ କରାଯାଇଛି।
Read More News
T & CPrivacy PolicyContact Us