This browser does not support the video element.
ଜଗତସିଂହପୁର: ତାର୍ତ୍ତୋଲ ଓ କୋଟକଣା ଆଦିବାସୀ ବସ୍ତିରେ ପଶିଲା ମହାନଦୀ ବନ୍ୟା ପାଣି , ନଦୀ ବନ୍ଧରେ ଆଶ୍ରୟ ନେଲେ ୩୦ ରୁ ଉର୍ଦ୍ଧ୍ବ ପରିବାର ।
Jagatsinghapur, Jagatsinghpur | Sep 8, 2025
ମହାନଦୀରେ ବନ୍ୟା ଜଳ ବୃଦ୍ଧି ପାଇବା ଯୋଗୁ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ କୋଟକଣା ଆଦିବାସୀ ସାହି ବାହ୍ୟ ଜଗତରୁ ବିଛିନ୍ନ ହୋଇଛି ।ଆଜି ସକାଳ ୯ ଟା ସମୟରେ ଏହି ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଗାଁକୁ ସଂଯୋଗ ହୋଇଥିବା ରାସ୍ତା ଉପର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ୨୦ରୁ ଉର୍ଦ୍ଧ ପରିବାର ଜଳବନ୍ଦୀ ହୋଇପଡିଛନ୍ତି ।ଏମାନଙ୍କୁ ସ୍ଥାନନ୍ତର ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ ବୋଲି ସୂଚନ ମିଳିଛି । ସେହିପରି ତିର୍ତ୍ତୋଲ ଆଦିବାସୀ ସାହିରେ ମଧ୍ୟ ବନ୍ୟା ପାଣି ପଶିବା ଆରମ୍ଭ କରିଛି । ଫଳରେ ୩୦ ରୁ ଉର୍ଦ୍ଧ ପରିବାର ଘର ଛାଡ଼ି ଆସି ନଦୀ ବନ୍ଧରେ