Download Now Banner

This browser does not support the video element.

ଝାରସୁଗୁଡା: ଓସେପାର ଯୁଗ୍ମ ନିର୍ଦ୍ଦେଶିକାଙ୍କ ଦ୍ବି-ଦିବସୀୟ ଝାରସୁଗୁଡା ଜିଲ୍ଲା ଗସ୍ତ ଅବସରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ ଏବଂ ସମୀକ୍ଷା

Jharsuguda, Jharsuguda | Sep 1, 2025
ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ,ଓଡିଶା ବା ଓସେପାର ଯୁଗ୍ମ ନିର୍ଦ୍ଦେଶିକା ସସ୍ମିତା ସାହୁ ଦ୍ବି-ଦିବସୀୟ ଝାରସୁଗୁଡା ଜିଲ୍ଲା ପରିଦର୍ଶନରେ ଆସି ଆଜି ସକାଳ ଏଗାରଟା ସମୟରୁ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଥମ ଦିବସର ପ୍ରଥମାର୍ଦ୍ଧରେ ଝାରସୁଗୁଡା ଜିଲ୍ଲାର ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ ଶିରିଆପାଲି, ସରକାରୀ ଉଚ୍ଚ ବିଦ୍ୟାଳୟ କୋଲାବିରା ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତାଲମୁଣ୍ଡା ପରିଦର୍ଶନ କରି ସେଗୁଡିକରେ ଏମ୍. ଆଇ.ଏସ୍. ତଥ୍ୟ, ଆଲୁମିନି କମିଟିର ଉନ୍ନୟନମୂଳକ କାର୍ଯ୍ୟର ପ୍ରଗତି ଆଦି ବିଷୟରେ ସମୀକ୍ଷା କରିବା
Read More News
T & CPrivacy PolicyContact Us