This browser does not support the video element.
ନର୍ଲା: ବୁରାଟ ଗ୍ରାମର ଜଣେ ସାମ୍ବାଦିକ ଙ୍କ ବିୟୋଗ ରେ ନର୍ଲା ଅଞ୍ଚଳ ଶୋକାକୁଳ ପରିବେଶ
Narala, Kalahandi | Sep 28, 2025
ଆଜି ରବିବାର ଦିନ ସନ୍ଧ୍ୟା ଛଅ ଘଣ୍ଟା ସମୟରେ ନର୍ଲା ଅନ୍ତର୍ଗତ ବୁରା ଟ ଗ୍ରାମର ଜଣେ ସାମ୍ବାଦିକ କାଶୀନାଥ ଦାଶ ଙ୍କ ମୃତ୍ୟୁ ହୋଇଥିଲା ସ୍ୱର୍ଗତ ସାମ୍ବାଦିକ ଯକୃତ ରୋଗରେ ପୀଡ଼ିତ ହୋଇ ବିଶାଖାପାଟଣା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ମୃତ୍ୟୁ ଖବର ପ୍ରସାରଣ ପରେ ନର୍ଲା ଅଞ୍ଚଳ ଶୋକାକୁଳ ପରିବେଶ ଦେଖାଦେଇଛି