Download Now Banner

This browser does not support the video element.

ରାଇରଙ୍ଗପୁର ସହର: ରାଇରଙ୍ଗପୁର ଖଡ଼ଖାଇ ବ୍ରିଜ ଠାରୁ ଯୁବକ ନିଖୋଜ

Rairangpur Town, Mayurbhanj | Sep 20, 2024
ଗତକାଲି ରାତ୍ରି ସମୟ ସ୍ଥାନୀୟ ଖଡ଼ଖାଇ ବ୍ରିଜ ଉପରୁ ଜଣେ ଯୁବକ ସନ୍ଦେହଜନକ ଭାବେ ନିଖୋଜ ହୋଇ ଯାଇଥିଲେ। ସୂଚନା ପରେ ଟାଉନ ପୁଲିସ ଖୋଜାଖୋଜି ଆରମ୍ଭ କରିଥିଲେ ଏବଂ ସକାଳ ୬ ଟା ସମୟ ତାଙ୍କ ସାଇକଲ କୁ ଖଡ଼ଖାଇ ପୋଲ ତଳୁ ଟାଉନ ପୁଲିସ ଉଦ୍ଧାର କରିଛି। ନିଖୋଜ ହୋଇଥିବା ଯୁବକ ନାଘ ବଣ ଗାଁର ଏସ କେ ଅନବର ବୋଲି ଜଣାପଡିଛି ଏବଂ ସେ ରାଇରଙ୍ଗପୁର ସହର ଏକ ଅନୁଷ୍ଠାନ ରେ କାମ କରୁଥିଲେ। ପରିବାର ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us