Download Now Banner

This browser does not support the video element.

ଖଲ୍ଲିକୋଟ୍: ନୂତନ ବ୍ରହ୍ମପୁର ନିକଟସ୍ଥ କନକ ଦୁର୍ଗା ହାଇସ୍କୁଲ ପାଚେରି କୁ ଧକ୍କା ଦେଲା କାର; ଭାଙ୍ଗିଲା ସ୍କୁଲ ପାଚେରୀ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Khalikote, Ganjam | Sep 1, 2025
ଖଲ୍ଲିକୋଟ ଥାନା ଅନ୍ତର୍ଗତ ନୂତନ ବ୍ରହ୍ମପୁର ନିକଟସ୍ଥ କନକ ଦୁର୍ଗା ହାଇସ୍କୁଲ ପାଚେରି କୁ ଏକ କାର ଭାରସାମ୍ୟ ହରାଇ ଶକ୍ତ ଧକ୍କା ଦେଇଥିବା ବେଳେ ସ୍କୁଲ ପାଚେରୀ ଭାଙ୍ଗି ଯିବା ସହ ଅଳ୍ପକେ କାର ଡ୍ରାଇଭର ବର୍ତ୍ତି ଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସାଢ଼େ ୫ ଟା ସମୟରେ ଏକ କାର ନୂତନ ବ୍ରହ୍ମପୁର ନିକଟରେ ଭାରସାମ୍ୟ ହରାଇ କନକ ଦୁର୍ଗା ହାଇସ୍କୁଲ ପାଚେରି କୁ ଧକ୍କା ଦେଇ ଥିଲା । ଯାହା ଫଳରେ ସ୍କୁଲ ପାଚେରୀ ଭାଙ୍ଗି ଯିବା ସହ କାର ଟିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି ।
Read More News
T & CPrivacy PolicyContact Us