Download Now Banner

This browser does not support the video element.

ସୋନପୁର: ସହରର ସାହା ଗେଷ୍ଟ ହାଉସ ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସଙ୍ଗଠନ ସୃଜନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।

Sonapur, Subarnapur (Sonepur) | Sep 4, 2025
ସୁବର୍ଣ୍ଣପୁର ସହରର ସାହା ଗେଷ୍ଟ ହାଉସ ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସଙ୍ଗଠନ ସୃଜନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ହରିୟାଣାର ପୂର୍ବତନ ବିଧାୟକ ତଥା ଅଖିଳ ଭାରତୀୟ କଂଗ୍ରେସ କମିଟିର ଓବଜର୍ଭର ଅମିତ ସିହାଗ ଯୋଗଦେଇ ସାମ୍ୱାଦିକଙ୍କ ସହ ଆଲୋଚନା କରିଛନ୍ତି । ଏଆଇସିସି ସଭାପତି ଖଡଗେଜୀ ଓ ରାହୁଲ ଗାନ୍ଧୀଙ୍କ ନିର୍ଦେଶରେ ସାରା ଭାରତ ବର୍ଷରେ ଆଗାମି ଦିନରେ କଂଗ୍ରେସ ଦଳକୁ କିପରି ତୃଣମୁଳ ସ୍ଥରରୁ ମଜଭୁତ କରାଯିବ ସେନେଇ ପ୍ରୟାସ ଜାରି ରହିଥିବାବେଳେ ଏହି କାର୍ଯ୍ୟକ୍ରମ ସାରା ଦେଶରେ ଚାଲିଥିବା ସୂଚନା ଦେଇଛନ୍ତି । ଏହି ସଂଗଠନ ସୃଜନ କାର୍ଯ୍ୟକ୍ରମ ଅବସରରେ
Read More News
T & CPrivacy PolicyContact Us