Download Now Banner

This browser does not support the video element.

କଟକ ପୌରାଞ୍ଚଳ: କଚେରି ଛକ ସ୍ଥିତ ରେଭେନ୍ସା କଲେଜିଏଟ୍ ସ୍କୁଲ୍ ର ୧୭୫ ତମ ବାର୍ଷିକ ପୁରସ୍କାର ଉତ୍ସବ ଶନିବାର ଅନୁଷ୍ଠିତ

Cuttack M Corp PS, Cuttack | Aug 23, 2025
ଶନିବାର ଦିନ ୧ଟାରେ କଲେଜିଏଟ୍ ସ୍କୁଲ୍ ର ବାର୍ଷିକ ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଥିଲା , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି, ସାଂସଦ ଭର୍ତୃହରି ମହତାବ ମୁଖ୍ୟବକ୍ତା, ବିଧାୟକ ସୋଫିଆ ଫିର୍ଦୋଶ ଙ୍କ ସମେତ ପଦ୍ମଶ୍ରୀ ଶ୍ୟାମାମଣି ଦେବି ପ୍ରମୁଖ ଯୋଗଦେଇଥିଲେ, ଏହି କାର୍ଯ୍ୟକ୍ରମର ବିଭିନ୍ନ ବ୍ୟକ୍ତି ବିଶେଷ ଓ ବିଦ୍ୟାର୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
Read More News
T & CPrivacy PolicyContact Us