Install App
psahoo02
This browser does not support the video element.
ଆଠମଲ୍ଲିକ: ଅବକାରୀ ଚଢ଼ାଉ 3 ଗିରଫ ଆଠମଲ୍ଲିକ ଓ ବଇଣ୍ଡା ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଅପରାହ୍ନ 3 ଟା ରେ ହଣ୍ଡପା ଥାନା ଅଂଚଳ ରେ ଚଢ଼ାଉ କରା
Athmallik, Angul | Sep 12, 2025
ଯାଇ ଦେଶୀ ମହୁଲି ମଦ ଜବତ କରା ଯାଇଛି l ଏଥିସହ 3 ଜଣ ଙ୍କୁ ଗିରଫ କରା ଯାଇଛି l ହଣ୍ଡପା ଥାନା ଠେଲକ ନାଳୀ ଗ୍ରାମର ଫଗୁ ପେଣ୍ଠେଇ ଙ୍କ ଘରୁ 11 ଲିଟର, କଣ୍ଡlଳ ଗ୍ରାମର ମାନସ ବେହେରା, ଙ୍କ ଘରୁ 10 ଲିଟର, ମଧପୁର ଗ୍ରାମର ସନକ ପ୍ରଧାନ ଙ୍କ ଘରୁ 10 ଲିଟର ଚୋରା ମଦ ଜବତ କରିଛି l ଏ ମାନେ ବେଆଇନ ଭାବରେ ମଦ ବିକ୍ରି କରୁଥିବା ଖବର ପାଇ ଅବକାରୀ ଟିମ ଚଢ଼ାଉ କରି ମଦ ଜବତ କରିବା ସହ ଏ ମାନ ଙ୍କୁ ଗିରଫ କରିଛନ୍ତି l
Share
Read More News
T & C
Privacy Policy
Contact Us
Your browser does not support JavaScript!