Download Now Banner

This browser does not support the video element.

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକର ଜିଲୁଣ୍ଡି ଗ୍ରାମ ପଞ୍ଚାୟତ ର ସଭାଗୃହ ଠାରେ ଆନ୍ତରାଜ୍ୟ ପ୍ରବାସୀ ଶ୍ରମିକ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି

Bhanjanagar, Ganjam | Sep 11, 2025
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକର ଜିଲୁଣ୍ଡି ଗ୍ରାମ ପଞ୍ଚାୟତ ର ସଭାଗୃହ ଠାରେ ଆନ୍ତରାଜ୍ୟ ପ୍ରବାସୀ ଶ୍ରମିକ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନ ଶିବିର ଆଜି ଦିନ 11 ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଥିବାର ଖବର ମିଳିଥିବା ବେଳେ ଏହା ଭଞ୍ଜନଗର ବ୍ଳକ ପ୍ରଶାସନ ଦ୍ବାରା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ରେ ଜିଲୁଣ୍ଡି ଗ୍ରାମ ପଞ୍ଚାୟତ ର ବହୁ ମହିଳା ପୁରୁଷ ଯୋଗ ଦେଇଥିବା ବେଳେ ଭଞ୍ଜନଗର ବ୍ଳକର ପ୍ରଶାସନିକ ଅଧିକାରୀ ମାନେ ମଧ୍ଯ ଯୋଗ ଦେଇଥିଲେ ।
Read More News
T & CPrivacy PolicyContact Us