Download Now Banner

This browser does not support the video element.

ବରଗଡ: ଜିଲ୍ଲାପାଳ ଅଭିଯୋଗ ନ ଶୁଣିବାରୁ ରାଗି ଗଲେ ଚାଷୀ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଗେଟ ଠାରେ ଚାଷୀ ଓ ପୋଲିସ ହେଲେ ମୁହାଁମୁହିଁ

Bargarh, Bargarh (Baragarh) | Sep 2, 2025
ଚାଷୀ ଓ ପୋଲିସ ମୁହାଁମୁହିଁ | ଚାଷୀଙ୍କ ଅଭିଯୋଗ ଜିଲ୍ଲାପାଳ ନ ଶୁଣିବାରୁ ରାଗି ଗଲେ ଚାଷୀ | ବରଗଡ଼ ଜିଲ୍ଲାରେ ଚାଷୀଙ୍କ ପଞ୍ଜିକରଣ ତାରିଖ ବୃଦ୍ଧି ପାଇଁ ଦାବି କରାଯାଇଛି | ଏନେଇ ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନକୁ ବାର ବାର ଚାଷୀ ଅଭିଯୋଗ କରୁଛନ୍ତି ହେଲେ ପଞ୍ଜିକରଣ ତାରିଖ ବୃଦ୍ଧି କରାଯାଉ ନାହିଁ | ତେବେ ମଙ୍ଗଳବାର ଅପରାହ୍ନ 2 ଘଣ୍ଟା ସମୟରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସିଥିବା ଚାଷୀଙ୍କ ସମସ୍ୟା ଜିଲ୍ଲାପାଳ ନ ଶୁଣିବାରୁ ଅଫିସ ଭିତରକୁ ଯାଇଥିଲେ ଚାଷୀ । ଗେଟରେ ପୋଲିସ ଉପସ୍ଥିତ ରହିଥିବା ବେଳେ ପୋଲିସ ଓ ଚାଷୀ ମୁହାଁ ମୁହିଁ ହେଇଥିଲେ ।
Read More News
T & CPrivacy PolicyContact Us